ଆଜିଠୁ ଆରମ୍ଭ କଟକ ବାଲିଯାତ୍ରା

କଟକ : ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ। ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି । ୮ଦିନ ଧରି ଚାଲିବାକୁ ଥିବା ଏହି ଵାଣିଜ୍ୟକମହାକୁମ୍ଭରେ ଲୋକଙ୍କ କିଣାବିକା ଜମିବ। ଛୁଆ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବାଲିଯାତ୍ରାର ମଜା ନେବା ପାଇଁ ପ୍ରସ୍ତୁତ … Continue reading ଆଜିଠୁ ଆରମ୍ଭ କଟକ ବାଲିଯାତ୍ରା