ସମ୍ବଲପୁରରେ ଆହୁରୀ କୋହଳ ହେଲା କର୍ଫ୍ୟୁ ସମୟ

ସମ୍ବଲପୁର :ସମ୍ବଲପୁର ସହରରେ ଆହୁରୀ କୋହଳ କରାଗଲା କର୍ଫ୍ୟୁ । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଅର୍ଥାତ୍ ୧୨ ଘଣ୍ଟା ପାଇଁ କର୍ଫ୍ୟୁକୁ କୋହଳ କରାଯାଇଛି । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯାଉଥିଲା । ତେବେ କର୍ଫ୍ୟୁ କୋହଳ ହେବା ସମୟରେ ଲୋକେ ନିଜର ଆତ୍ୟାବଶ୍ୟକ ସାମଗ୍ରୀ କିଣାପାରିବେ। ଏହି ସମୟରେ କୌଣସି ସ୍ଥାନ ଏମିତି ଧାର୍ମିକସ୍ଥଳରେ ମଧ୍ୟ ଲୋକଙ୍କୁ ଏକାଠି ହେବା ନେଇ କଟକଣା ଜାରି କରାଯାଇଛି … Continue reading ସମ୍ବଲପୁରରେ ଆହୁରୀ କୋହଳ ହେଲା କର୍ଫ୍ୟୁ ସମୟ