26.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଦିନ ବେଳେ ଲାଗୁ ହୋଇପାରେ କର୍ଫ୍ୟୁ

ରାଜ୍ୟରେ ଦିନ ବେଳେ ଲାଗୁ ହୋଇପାରେ କର୍ଫ୍ୟୁ

ଭୁବନେଶ୍ୱର : ଦିନରେ କର୍ଫ୍ୟୁ ଲାଗୁ ହୋଇପାରେ । ରାଜ୍ୟରେ କୋରନା ସଂକ୍ରମଣ ବଢୁଥିବାରୁ ୪ରୁ ୫ ଦିନ ମଧ୍ୟରେ କର୍ଫ୍ୟୁ ଲାଗୁ ହୋଇପାରେ । ଏନେଇ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଥିବା କହିଛନ୍ତି ବାଚସ୍ପତି ସୁର୍ଯ୍ୟ ପାତ୍ର । କୋରନା ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ବାଚସ୍ପତି କହିଛନ୍ତି ।

ଅନ୍ୟପଟେ ଖୁବ ଶୀଘ୍ର ସିଲ୍ ହୋଇପାରେ ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ । ଏଠାରେ ୭ ଜଣ କର୍ମଚାରୀ କୋରନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ସିଲ କରାଯିବା ପଦକ୍ଷେପ ନେଇଛି ବିଏମସି । ଆସନ୍ତା ୨ ଦିନ ପଇଁ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ମଙ୍ଗଳବାର ଠାରୁ ଏସବିଆଇର ଅନ୍ୟ ଷ୍ଟାଫ ମାନଙ୍କୁ ଟେଷ୍ଟିଂ କରାଯିବ । ଟେଷ୍ଟିଂ ଶେଷ ନହେବା ପର୍ଯ୍ୟନ୍ତ ସେ ଯାଏଁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ କୌଣସି ସୂଚନା ମିଳିନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking