31.1 C
Bhubaneswar
Friday, March 29, 2024
Homeଓଡିଶାଜଗତସିଂହପୁରରେ ୧୨ ଘଣ୍ଟିଆ କର୍ଫ୍ୟୁ- ୨ ସପ୍ତାହ ଯାଏଁ  ଜାରି

ଜଗତସିଂହପୁରରେ ୧୨ ଘଣ୍ଟିଆ କର୍ଫ୍ୟୁ- ୨ ସପ୍ତାହ ଯାଏଁ  ଜାରି

 ଜଗତସିଂହପୁର:(ପ୍ରତାପ କୁମାର ସିଂହ)ସୋମବାର ସକାଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକ ସାମାଜିକ ଦୂରତ୍ୱକୁ ଉଲ୍ଲଘଂନ କରି ଦଳ ଦଳ ହୋଇ ରହିଥିବାର ଦେଖିବାକୁ ମିଳିଥିଲା । ଏହା ଦୃଷ୍ଟିଗୋଚର ହେବାରୁ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ  ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଦୁଇ  ସପ୍ତାହ ଯାଏଁ କର୍ଫ୍ୟୁ ଘୋଷଣା କରିଛନ୍ତି।
     ଜଗତସିଂହପୁର ଏବେ ଗ୍ରୀନ ଜୋନ୍‌ରେ ଅଛି । ସାମାଜିକ ଦୂରତ୍ୱ ସହ ସରକାର ଜାରି କରିଥିବା ନିୟମ ଅନୁସାରେ ଲକ୍‌ଡାଉନ୍‌କୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଥିଲା । ମାତ୍ର ଲୋକମାନେ ଏହାର ଖୋଲାଖୋଲି ଉଲ୍ଲଘଂନ କରିଥିବା ସୂଚନା ମିଳିଛି |
https://onakhabar.com/2020/05/04/jagatsinghpur-news-3/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking