କାକୁଡି ଚୋପା ଲିଭାଇବ ମୁହଁ ଦାଗ…

ବ୍ୟୁରୋ : ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତାତି ଏତେ ହେଉଛି ଯେ ହାତ, ଗୋଡ, ମୁହଁ ଜଳିଯାଉଛି। ତେବେ କିପରି ଖରାଦିନେ ନିଜକୁ ସୁସ୍ଥ ରଖିବେ ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିବେ ଆସନ୍ତୁ ନଜର ପକାଇବା କିଛି ଟିପ୍ପଣୀ ଉପରେ।କାକୁଡ଼ି ଏକ ଏପରି ଫଳ ଯେଉଁଥିରେ ୯୫ ପ୍ରତିଶତ ପାଣି ଥାଏ । କାକୁଡି ଖାଇବା ଦ୍ୱାରା ଆପଣଙ୍କ ଶରୀର ଡିହାଇଡ୍ରେସନ୍ ସମସ୍ୟାରୁ ଦୂରେଇ ରହିଥାଏ । କେବଳ … Continue reading କାକୁଡି ଚୋପା ଲିଭାଇବ ମୁହଁ ଦାଗ…