39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି କିଙ୍ଗସ୍‌ ଇଲେଭେନ୍‌ ପଂଜାବର ବ୍ୟାଟିଂ ନିଷ୍ପତ୍ତି

ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି କିଙ୍ଗସ୍‌ ଇଲେଭେନ୍‌ ପଂଜାବର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଆଇପିଏଲ-୨୦୨୦ରେ ରବିବାର ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗସ୍ ଓ କିଙ୍ଗସ୍ ଏକାଦଶ ପଞ୍ଜାବ । ଏହି ମ୍ୟାଚରେ ଟସ୍ ଜିତିଛି କିଙ୍ଗସ୍ ଏକାଦଶ ପଞ୍ଜାବ । ଦଳର ଅଧିନାୟକ କେଏଲ ରାହୁଲ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରଥମେ ଫିଲ୍ଡିଂ କରିବ ଚେନ୍ନାଇ । ପଏଣ୍ଟ ଟେବୁଲରେ ଉଭୟ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଓ ଚେନ୍ନାଇ ସୁପର କିଙ୍ଗସ୍‌ ସମାନ ପଏଣ୍ଟ ହାସଲ କରିଛନ୍ତି। ଉଭୟ ଟିମ୍‌ ୪ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। କିନ୍ତୁ ଉଭୟ ଟିମ୍‌ ୩ଟି ଲେଖାଏଁ ମ୍ୟାଚ୍‌ ହାରିଛନ୍ତି। ତେବେ ପଂଜାବ ଓ ଚେନ୍ନାଇ ମଧ୍ୟରେ ଚଳିତ ଆଇପିଏଲ୍‌ରେ ଏହା ହେଉଛି ପ୍ରଥମ ମୁକାବିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking