33.1 C
Bhubaneswar
Wednesday, April 24, 2024
Homeଓଡିଶାଆଜି ୧.୩୦ ମିନିଟରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଆଜି ୧.୩୦ ମିନିଟରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର : ଆଜି ଦିନ ୧ଟା ୩୦ ମିନିଟ୍ ସମୟରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ଆସନ୍ତାକାଲି ଲକଡାଉନ ଅବଧି ସମ୍ପୂର୍ଣ୍ଣ ହେଉଛି । ତେଣୁ ଶ୍ରୀ ମହାପାତ୍ର ଅନଲକ ନେଇ ଘୋଷଣା କରିବାର ସମ୍ଭାବନା ରହିଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ରାଜ୍ୟ ସରକାର କଟକଣା କୋହଳ କରିପାରନ୍ତି । ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ଅନ୍ୟ ପଟେ ମୃତ୍ୟୁରେ ରୋକ ଲାଗି ପାରୁନି । ତେଣୁ ଏଭଳି ସ୍ଥିତିରେ ସରକାରଙ୍କ କି ନିଷ୍ପତ୍ତି ନେବେ, ତା’ ଉପରେ ସଭିଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking