ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ପାଇଁ ଭିଡ

ଭୁବନେଶ୍ୱର : ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଭିଡ । ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଶୁଭେଚ୍ଛା ପାଇଁ ଭିଡ । ନୂଆ ଦାୟିତ୍ୱ ନେବା ପରେ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବାକୁ ଭିଡ । ଶୁଭେଚ୍ଛା ପାଇଁ ବିଭିନ୍ନ ସଂଗଠନ ଓ କର୍ମଚାରୀ ସଂଘଙ୍କ ଜମିଛି ଭିଡ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଶ୍ୱିନୀଙ୍କୁ ସୁଯୋଗ ମିଳିବା ଉଚିତ୍: ହରଭଜନ ସିଂ