ଖଲ୍ଲିକୋଟ ହିଂସା : ୧୪୪ ଧାରା ଲାଗୁ

ଖଲ୍ଲିକୋଟ : ନିର୍ବାଚନ ସମୟରେ ଅଶାନ୍ତ ହେଉଛି ନିର୍ବାଚନୀ ହିଂସା । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି ଉପରକୁ କରିଛନ୍ତି ବୋତଲ ଓ ଢେଲା ମାଡ । ଏଥିରେ ପୋଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି । ପରବର୍ତ୍ତି ମୁହୁର୍ତ୍ତରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଛି । ହିଂସାକାଣ୍ଡ ଘଟଣାରେ ପୁଲିସ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଥିବାବେଳେ … Continue reading ଖଲ୍ଲିକୋଟ ହିଂସା : ୧୪୪ ଧାରା ଲାଗୁ