କ୍ରିକେଟ ଖେଳରୁ ହତ୍ୟା: ୪ ଗିରଫ

କଟକ: ଚୌଦ୍ୱାରରେ କ୍ରିକେଟ ଖେଳ ବିବାଦରୁ ହତ୍ୟା ଘଟଣା । ଏଥିପାଇଁ ୪ ଜଣଙ୍କୁ ଗୀରଫ କଲା ଚୌଦ୍ୱାର ଥାନା ପୋଲିସ । ଗିରଫ ହୋଇଥିବା ୪ ଜଣ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।  ଗତ କାଲି ମହିଷାଲଣ୍ଡା ଗାଁରେ କ୍ରିକେଟ ଖେଳରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା । ଅମ୍ପାୟାରଙ୍କ ଭୁଲ୍ ନିଷ୍ପତ୍ତି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ମାରିଥିଲେ ଅଭିଯୁକ୍ତ । ଘର ବାରଣ୍ଡାରେ ୨୪ ଘଣ୍ଟା ଧରି ପଡିରହିଛି ଜଣେ ବ୍ୟକ୍ତିଙ୍କ ମୃତଦେହ