25.5 C
Bhubaneswar
Friday, March 28, 2025
Homeଦେଶ ବିଦେଶଝରକାରେ ଫାଟ, ଫେରିଲା ସ୍ପାଇସ୍ ଜେଟ୍ ବିମାନ

ଝରକାରେ ଫାଟ, ଫେରିଲା ସ୍ପାଇସ୍ ଜେଟ୍ ବିମାନ

କୋଲ୍‌କାତା : ମୁମ୍ବାଇ ଯାଉଥିବା ସ୍ପାଇସ୍ ଜେଟ୍‌ର ଏସ୍‌ଜି-୫୧୫ ବିମାନର ଝରକାରେ ଫାଟ ଥିବା ଜଣାପଡ଼ିବା ପରେ ଏହାକୁ କୋଲ୍‌କାତା ଫେରାଇ ଅଣାଯାଇଛି । ୧୭୬ ଯାତ୍ରୀ ଏବଂ ଛଅଜଣ କ୍ରୁ ସଦସ୍ୟଙ୍କୁ ନେଇ ସକାଳ ୬ଟା ୧୭ ମିନିଟ୍‌ରେ କୋଲ୍‌କାତା ବିମାନ ବନ୍ଦରରୁ ଉଡ଼ିଥିବା ବିମାନଟି ଆକାଶରେ ଥିବାବେଳେ ଏହାର ଝରକାରେ ଫାଟ ଥିବା ଜଣେ କ୍ରୁ ସଦସ୍ୟ ଦେଖିବାକୁ ପାଇଥିଲେ । ସମ୍ପର୍କ କରିବା ପରେ ଏଟିସିର ଅନୁମତିରେ ବିମାନଟି ୭ଟା ୪୫ ମିନିଟ୍‌ରେ କୋଲ୍‌କାତା ବିମାନ ବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking