29.4 C
Bhubaneswar
Thursday, April 18, 2024
Homeକରୋନାକୋଭି ସିଲ୍ଡ ଟୀକା ପରୀକ୍ଷଣ ପାଇଁ ମିଳିଲା ଅନୁମତି

କୋଭି ସିଲ୍ଡ ଟୀକା ପରୀକ୍ଷଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ କୋଭିଡ ଭ୍ୟାକ୍ସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଛି ଅନୁମତି । ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଡିସିଜିଆଇର ଅନୁମତି ମିଳିଛି । ଅକ୍ସଫୋର୍ଡ – ଆସ୍ତ୍ରାଜେଙ୍କା ଟୀକା ପରୀକ୍ଷଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ମିଳିଥିବା ଜଣାପଡିଛି ।ଭାରତରେ ଏହି ଭ୍ୟାକ୍ସିନ୍ କୁ କୋଭିଶିଲଡ୍ ବୋଲି କୁହାଯାଇଛି। ତେବେ ଏବେ ଏହି ଭ୍ୟାକସିନ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ତେବେ DCGI ହେଉଛି- ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ।
ସେରମ୍ ଇନଷ୍ଟିଚ୍ୟୁଟରେ ୨୦ କୋଟି ରୁ ୨୦୦ ମିଲିୟନ ଡୋଜ୍ ତିଆରି କରିବାକୁ ଯୋଜନା କରିଛି। ସେରମ ଇନଷ୍ଟିଚ୍ୟୁଟ ସିଇଓ ଅଦର୍ ପୁନୁୱାଲା କହିଛନ୍ତି ଯେ ୨୦୨୦ ଶେଷ ସୁଦ୍ଧା ଟୀକା ପ୍ରସ୍ତୁତ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking