40.1 C
Bhubaneswar
Thursday, April 25, 2024
Homeଓଡିଶାଡିଏସପିଙ୍କ ପରିବାରୁ ୪ କରୋନା !

ଡିଏସପିଙ୍କ ପରିବାରୁ ୪ କରୋନା !

କଟକ :  ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ ଡିଏସପି କରୋନା ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କ ପରିବାରର ଆଉ ୪ ଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି ।ଡିଏସପିଙ୍କ ପରିବାରର ୪ ସଦସ୍ୟଙ୍କ ସହ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଧ୍ୟ କରୋନା ପଜିଟିଭ ଭାବରେ ଚିହ୍ନଟ ହୋଇଛନ୍ତି ।
ଡିଏସପିଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ ଜଣଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା । ଏହି ୧୨୫ଟି ନମୁନା ମଧ୍ୟରୁ ୧୭ଟି କେସ୍ ପଜିଟିଭ ହୋଇଥିବା ସୂଚନା ମିଳିଛି । ଏନେଇ ଆଠଗଡ଼ ଏସଡିଏମଓ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking