27.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ଆକ୍ରାନ୍ତ କୁ ସ୍ତାନାନ୍ତର ବେଳେ କୋରୋନା ଜୋଦ୍ଧାଙ୍କୁ ଆକ୍ରମଣ

କରୋନା ଆକ୍ରାନ୍ତ କୁ ସ୍ତାନାନ୍ତର ବେଳେ କୋରୋନା ଜୋଦ୍ଧାଙ୍କୁ ଆକ୍ରମଣ

ନୟାଗଡ : କରୋନା ଆକ୍ରାନ୍ତ କୁ ସ୍ତାନାନ୍ତର ବେଳେ କୋରୋନା ଜୋଦ୍ଧାଙ୍କୁ ଆକ୍ରମଣ। ନୟାଗଡ ଫତେଗଡ ଥାନା ଜଗନ୍ନାଥ ପ୍ରସାଦରେ ଆଜି ୩୨ରୁ ଉର୍ଦ୍ଧ୍ବ କୋରୋନା ଆକ୍ରନ୍ତ ଜଣା ପଡିବା ପରେ ଗୋଷ୍ଠି ସଂକ୍ରମଣକୁ ଦୁର୍ଷ୍ଟିରେ ରଖି ଆକ୍ରାନ୍ତଙ୍କୁ କୋଭିଡ ମେଡିକାଲ ସ୍ତାନାନ୍ତର କରିବା ପାଇ ଭାପୁର ବିଡିଓ, ତହସିଲଦାର,ପୋଲିସ,ସ୍ବାସ୍ଥ୍ୟକର୍ମି ଗାଁକୁ ଜାଇଥିବା ବେଳେ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ସହ ମିଛ ରିପୋର୍ଟ ଆସିଥିବା କହି କୋରନା ଜୋଦ୍ଧାଙ୍କ ଉପରେ ଆକ୍ରମଣ କରିଥିଲେ ..ପ୍ରଥମେ ବିଡିଓ ଓ ତହସିଲଦାରଙ୍କୁ ଗୋଟେ ଘରେ ଗ୍ରାମବାସୀ ବନ୍ଦ କରିଦେଇଥିବା ବେଳେ ପୋଲିସ ଓ ସ୍ବାସ୍ଥ୍ୟ କର୍ମି ମାନଙ୍କ ଉପରକୁ ଟେକା ମାଡ କରିଥିଲେ..ଏଥିରେ ୩ଜଣ ପୋଲିସଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଖ୍ୟତିଗ୍ରସ୍ତ ହୋଇଥିବା.ଗ୍ରାମରେ ଏନେଇ ଉତେଜନା ଲାଗିଥିବା ବେଳେ ଖବର ପାଇ sp ଘଟଣା ସ୍ଥଳରେ ପହଂଚି ବିଡିଓ ଏବଂ ତହସିଲଦାରଙ୍କୁ ଉଦ୍ଧାର କରିବା ସହ ଗ୍ରାମବାସୀଙ୍କୁ ବୁଝାସୁଝା ଚଳାଇଥିବା ଜଣା ପଡିଚି.

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking