28.1 C
Bhubaneswar
Wednesday, April 24, 2024
Homeଓଡିଶାମା ବିରଜାଙ୍କ ରଥଯାତ୍ରା ପାଇଁ ସେବାୟତଙ୍କର ହେଲା କୋଭିଡ ଟେଷ୍ଟ

ମା ବିରଜାଙ୍କ ରଥଯାତ୍ରା ପାଇଁ ସେବାୟତଙ୍କର ହେଲା କୋଭିଡ ଟେଷ୍ଟ

ଯାଜପୁର : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ମା ବିରଜାଙ୍କ ରଥଯାତ୍ରା। ଏଥିପାଇଁ ରଥଯାତ୍ରାରେ ନିୟୋଜିତ ସେବାୟତ ମାନଙ୍କର କୋଭିଡ ପରୀକ୍ଷା କରାଯାଇଛି। ମୋଟ ୧୭୭ ଜଣ ସେବାୟତଙ୍କ ମଧ୍ୟରୁ ୫ ଜଣଙ୍କ ଦେହରେ କୋରୋନା ଭୁତାଣୁ ଚିହ୍ନଟ ହୋଇଛି। ସେହି ୫ ଜଣଙ୍କୁ ବିରଜା ରଥଯାତ୍ରାରୁ ବାଦ ଦିଆଯାଇ ସେମାନଙ୍କୁ ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି। ରଥଯାତ୍ରା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୯ ଦିନ ମଧ୍ୟରେ ଆଉ ଦୁଇ ଥର ସେବାୟତ ମାନଙ୍କର କୋଭିଡ ପରୀକ୍ଷା କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୫ ଜଣ ସଂକ୍ରମିତ ସେବାୟତ ମଧ୍ୟରେ ୩ ଜଣ ଅଂଗଲାଗି ସେବାୟତ, ଜଣେ ରଥ କାରିଗର ଏବଂ ଜଣେ ମନ୍ଦିର କର୍ମଚାରୀ ଥିବା ଜଣାପଡିଛି । https://www.youtube.com/watch?v=TAAo5LvFij8

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking