32.1 C
Bhubaneswar
Thursday, March 28, 2024
Homeକରୋନାକଟକଣା ଫେବୃୟାରୀ ୨୮ ଯାଏଁ ବୃଦ୍ଧି

କଟକଣା ଫେବୃୟାରୀ ୨୮ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ଜାରି ରହିଥିବା କୋଭିଡ କଟକଣା ଅବଧି ବୃଦ୍ଧି କରିଛି କେନ୍ଦ୍ର । ଫେବୃୟାରୀ ୨୮ ଯାଏଁ କଟକଣା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ ସବୁ ମୁଖ୍ୟ ସଚିବଙ୍କୁ ଚିଠି କରି ଜଣାଇଛନ୍ତି କେନ୍ଦ୍ର ଗୃହ ସଚିବ । ପରିସ୍ଥିତି ଦେଖି କଣ୍ଟେନମେଣ୍ଟ ଘୋଷଣା ଓ ପ୍ରତ୍ୟାହାର ନେଇ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକା ଓ କୋଭିଡ ନିୟମ ପାଳନ ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking