ସୀମାନ୍ତରେ ବଢୁଛି କୋଭିଡ

ଭୁବନେଶ୍ୱର: କୋଭିଡ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ନବରଙ୍ଗପୁର, ମାଲକାନଗିରି ଗସ୍ତ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମନ୍ତବ୍ୟ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବଢୁଥିବା କହିଲେ । ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋଭିଡ୍ କେସ୍ ବଢୁଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ସଂକ୍ରମଣ କେବେ କମିବ ତାହା ଏବେଠୁ କହିହେବନି । ପିକ୍ ନେବା ପରେ ପ୍ଲାଟୋ ଷ୍ଟେଜକୁ ଆସିଲାଣି ଏବଂ … Continue reading ସୀମାନ୍ତରେ ବଢୁଛି କୋଭିଡ