40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକାରାଗାରରେ ବଢୁଛି ସଂକ୍ରମଣ

କାରାଗାରରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: ଦେଶର କାରାଗାରଗୁଡିକରେ କୋଭିଡ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ସେଠାରେ ରହୁଥିବା କଏଦୀ ଓ ବିଚାରାଧୀନ ବନ୍ଦୀଙ୍କ ସମେତ କାରାଗାର କର୍ମଚାରୀ ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କୋଭିଡରେ ଆକ୍ରାନ୍ତ ହେଉଛନ୍ତି।

ଦିଲ୍ଲୀର ବିଭିନ୍ନ କାରାଗାରରେ ମୋଟ ୬୮ଜଣ ବନ୍ଦୀ ଏବଂ ୪୮ ଜଣ କାରାଗାର କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ତିହାର ଜେଲରେ ୪୨ ବନ୍ଦୀ ଓ ୩୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ମାଣ୍ଡୋଲି ଜେଲରେ ୨୪ ବନ୍ଦୀ ଓ ୮ କର୍ମଚାରୀ ଓ ରୋହିଣି ଜେଲରେ ୬ କର୍ମଚାରୀ କୋଭିଡରେ ସଂକ୍ରମିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking