38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୯୩ହଜାର ୮୦୨କୁ ବୃଦ୍ଧି, ୨୪ଘଣ୍ଟାରେ ସର୍ବାଧିକ ୨୬ହଜାର ୫୦୬ଜଣ...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୯୩ହଜାର ୮୦୨କୁ ବୃଦ୍ଧି, ୨୪ଘଣ୍ଟାରେ ସର୍ବାଧିକ ୨୬ହଜାର ୫୦୬ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୯୩ହଜାର ୮୦୨କୁ ବୃଦ୍ଧିପାଇଛି । କରୋନା ମୃତ୍ୟୁ ସଂଖ୍ୟା ୨୧ହଜାର ୬୦୪କୁ ବୃଦ୍ଧି । ୨୪ଘଣ୍ଟାରେ ସର୍ବାଧିକ ୨୬ହଜାର ୫୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୭୫ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଦେଶରେ ୨ଲକ୍ଷ ୭୬ହଜାର ୬୮୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୪ଲକ୍ଷ ୯୫ହଜାର ୫୧୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨ଲକ୍ଷ ୩୦ହଜାର ୫୯୯ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେଥିମଧ୍ୟରୁ ୯,୬୬୭ଜଣ ସଂକ୍ରମିତଙ୍କର ମୃତ୍ୟୁବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ – ୨୭୭ ଜଣ, ଅରୁଣାଚଳ ପ୍ରଦେଶରେ – ୨ ଜଣ, ଆସାମରେ – ୨୨ ଜଣ, ବିହାରରେ – ୧୧୫ ଜଣ, ଚଣ୍ଡିଗଡ଼ରେ – ୭ ଜଣ, ଛତିଶଗଡ଼ରେ – ୧୫ ଜଣ, ଦିଲ୍ଲୀରେ – ୩୨୫୮ ଜଣ, ଗୋଆରେ – ୯ ଜଣ, ଗୁଜରାଟରେ – ୨୦୦୮ ଜଣ, ହରିୟାଣାରେ – ୨୮୭ ଜଣ, ହିମାଚଳ ପ୍ରଦେଶରେ – ୧୧ ଜଣ, ଜମ୍ମୁ ଓ କଶ୍ମୀରରେ – ୧୫୪ ଜଣ, ଝାଡ଼ଖଣ୍ଡରେ – ୨୩ ଜଣ, କର୍ଣ୍ଣାଟକରେ – ୪୮୬ ଜଣ, କେରଳରେ – ୨୭ ଜଣ, ଲଦାଖରେ – ୧ ଜଣ, ମଧ୍ୟପ୍ରଦେଶରେ – ୬୩୪ ଜଣ, ମହାରାଷ୍ଟ୍ରରେ – ୯୬୬୭ ଜଣ, ମେଘାଳୟରେ – ୨ ଜଣ, ଓଡ଼ିଶାରେ – ୫୨ ଜଣ, ପୁଦ୍ଦୁଚେରୀରେ – ୧୪ ଜଣ, ପଞ୍ଜାବରେ – ୧୮୩ ଜଣ, ରାଜସ୍ଥାନରେ – ୪୯୧ ଜଣ, ତାମିଲନାଡୁରେ – ୧୭୬୫ ଜଣ, ତେଲେଙ୍ଗାନାରେ – ୩୩୧ ଜଣ, ତ୍ରିପୁରାରେ – ୧ ଜଣ, ଉତ୍ତରାଖଣ୍ଡରେ – ୪୬ ଜଣ, ଉତ୍ତରପ୍ରଦେଶରେ – ୮୬୨ ଜଣ ଏବଂ ପଶ୍ଚିମବଙ୍ଗରେ ୮୫୪ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking