39.1 C
Bhubaneswar
Tuesday, April 23, 2024
Homeଓଡିଶା୨୩ରୁ କୋରାପୁଟରେ ହେବ କୋଭିଡ ଟେଷ୍ଟ

୨୩ରୁ କୋରାପୁଟରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନାର କାୟା ବଢି ଚାଲିଛି । ଧିରେ ଧିରେ ସବୁ ଜିଲ୍ଲାରୁ କରୋନା ଆକ୍ରାନ୍ତ ବାହାରି ସାରିଲେଣି । କହିବାକୁ ଗଲେ ଏବେ କରୋନା କବଳରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା । ସେଥିପାଇଁ ଆସନ୍ତା ୨୩ ତାରିଖରୁ କୋରାପୁଟ ଓ ବଲାଙ୍ଗୀରରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟେଷ୍ଟ । ମେ ୩୧ ସୁଦ୍ଧା ବାଲେଶ୍ୱର ଓ ବାରିପଦାରେ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ଅରଗୁଳଠାରେ ଥିବା ପଶୁରୋଗ ଗବେଷଣା ଲ୍ୟାବରେ ବି ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking