ରାଜ୍ୟରେ ଆଉ ୬୧୬ ପଜିଟିଭ ଚିହ୍ନଟ : ସଂଖ୍ୟା ଛୁଇଁଲା ୧୩ ହଜାର ୭୩୭କୁ

ଭୁବନେଶ୍ୱର : ରାଜ୍ୟରେ ଆଜି ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୬୧୬ ଆକ୍ରାନ୍ତ ୨୩ଟି ଜିଲ୍ଲାରୁ ବୋଲି ସୂଚନା ମିଳିଛି । ସେଥିମଧ୍ୟରୁ ୪୧୫ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୦୧ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ଜଣାପଡ଼ିଛି । ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭କୁ ବୃଦ୍ଧି ହୋଇଛି । ସେଥିମଧ୍ୟରୁ ୮୭୫୦ ଜଣ ସୁସ୍ଥ ହୋଇଛନ୍ତି । ୪୮୯୬ … Continue reading ରାଜ୍ୟରେ ଆଉ ୬୧୬ ପଜିଟିଭ ଚିହ୍ନଟ : ସଂଖ୍ୟା ଛୁଇଁଲା ୧୩ ହଜାର ୭୩୭କୁ