35.1 C
Bhubaneswar
Tuesday, April 23, 2024
Homeକରୋନାମହାରାଷ୍ଟ୍ରରେ ପୁଣି ଲାଗିପାରେ ଲକ ଡାଉନ

ମହାରାଷ୍ଟ୍ରରେ ପୁଣି ଲାଗିପାରେ ଲକ ଡାଉନ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ନୂଆ ମାମାଲା ସାମ୍ନାକୁ ଆସିବାରେ ବ୍ରେକ ଲାଗୁନାହିଁ । ଭାରତରେ ଲଗାତର ଆଜି ୬୨ ହଜାରରୁ ଅଧ୍ଖଳ ପଜିଟିଭ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ସଂକ୍ରମଣ ବେକାବୁ ହେଲାଣି । ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି କରୋନା ସ୍ଥିତି ନେଇ ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଲୋକେ ମାନୁନାହାନ୍ତି, ତେବେ ଲକଡାଉନର ରୋଡମ୍ୟାପ ପ୍ରସ୍ତୁତ କରାଯାଉ । ଅନ୍ୟପଟେ ମହାରଷ୍ଟ୍ରରେ ଆଜି ନାଇଟ କର୍ଫ୍ୟୁ ଲଗାଯିବ । ସେହିଭଳି ଦିଲ୍ଲୀରେ ବିବାହ କାର୍ଯ୍ୟକ୍ରମରେ ଅତିଥିଙ୍କ ସଂଖ୍ୟା ମଧ୍ୟ ନିଷ୍ପତ୍ତି ହୋଇସାରିଛି । କରୋନା କହର କୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଗାଇଡଲାଇନ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking