30.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାରୁ ରକ୍ଷା ପାଇଁ ଚାଲିଛି ଯଜ୍ଞ

କରୋନାରୁ ରକ୍ଷା ପାଇଁ ଚାଲିଛି ଯଜ୍ଞ

ଯାଜପୁର : ସୁକିନ୍ଦା ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର ଗୋଡି ସାହି ରେ ଚାଲିଛି ହୋମ ଯଜ୍ଞ,ନାମ ସଂକୀର୍ତ୍ତନ ଓ ନିଆଁ ଝୁଲ ଯାତ୍ରା । ପ୍ରଶାସନର ଆଗୋଚରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମହାମାରୀ କୋରନାକୁ ଘଉଡ଼ାଇବା ପାଇଁ ଲୋକେ ଏଭଳି କରୁଥିବା ଦେଖିବାକୁ ମିଳିଛି ।
ଆଜିବି ଲୋକେ ଅନ୍ଧଗଳିର ଅନ୍ଧ ବିଶ୍ୱାସରେ ବାନ୍ଧି ହୋଇ ଏଭଳି ମହା ବିପଦ ସମୟରେ କରୋନା କଟକଣାକୁ ବେଖାତିର କରି ସମଦୂରତା ଫୁ କରିଦେଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଥିଲେ ମଧ୍ୟ ଏ ଯାଏ ପୋଲିସ ପାଖରେ ଖବର ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking