31.1 C
Bhubaneswar
Tuesday, April 23, 2024
Homeକରୋନାଆମେରିକାରେ ଗୋଟିଏ ଦିନରେ କରୋନା ନେଲାଣି ୨୮୦୦ ରୁ ଅଧିକ ଜୀବନ

ଆମେରିକାରେ ଗୋଟିଏ ଦିନରେ କରୋନା ନେଲାଣି ୨୮୦୦ ରୁ ଅଧିକ ଜୀବନ

ଆମେରିକା : ସାରା ବିଶ୍ୱକୁ କବଳିତ କରିଛି କରୋନା । ଦିନକୁ ହଜାର ହଜାର ମୁଣ୍ଡ ନେଉଛି ଏହି ଭାଇରସ୍ । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ପର୍ଯ୍ୟନ୍ତ ବିଶ୍ୱରେ ୨୫ଲକ୍ଷ ୫୭ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ଲକ୍ଷ ୭୭ହଜାର ୬୪୧ମୁଣ୍ଡ ନେଲାଣି ଏହି କରୋନା ଭାଇରସ୍ । ଆରୋଗ୍ୟ ହୋଇଛନ୍ତି ୬ଲକ୍ଷ ୯୦ହଜାର । କିନ୍ତୁ ଆମେରିକାରେ ତାଣ୍ଡବ ରଚିଛି କରୋନା । ଗୋଟିଏ ଦିନରେ ୨୮୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୮ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୪୫ହଜାର ୨୭୯ଜଣଙ୍କ ଜୀବନ ନେଲାଣି ଏହି ମହାମାରୀ ଭାଇରସ୍ । ଅନେକ୍ ରାଷ୍ଟ୍ରରେ ୨୦ହଜାର ଟପିଛି ଏହି କରୋନା ମୃତ୍ୟୁ ସଂଖ୍ୟା । ସ୍ପେନ୍‌, ଫ୍ରାନ୍ସ, ଇଟାଲୀରେ ବି ତାଣ୍ଡବ ରଚୁଛି କରୋନା ।
https://onakhabar.com/2020/04/22/covid-19-death-640-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking