37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୫୩୫; ମୃତ୍ୟୁ ସଂଖ୍ୟା ୮,୪୯୮କୁ ବୃଦ୍ଧି

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୫୩୫; ମୃତ୍ୟୁ ସଂଖ୍ୟା ୮,୪୯୮କୁ ବୃଦ୍ଧି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୫୩୫ ଜଣ । ଚିକିତ୍ସାଧୀନ ଅଛନ୍ତି ୧,୪୧,୮୪୨ଜଣ। ଏଥିରୁ ସୁସ୍ଥ ହୋଇଛନ୍ତି ୧,୪୭,୧୯୪ ଜଣ । ମୃତ୍ୟୁ ବରଣ କରିଛନ୍ତି ୮,୪୯୮ ଜଣ। ମହାରାଷ୍ଟ୍ରରେ ସର୍ବାଧିକ ୯୭,୬୪୮ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୩,୫୯୦ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ ୮୦ ଜଣ, ଆସାମରେ ୬ ଜଣ, ବିହାରରେ ୩୬ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୧୦୮୫ ଜଣ, ଗୁଜରାଟରେ ୧୩୮୫ ଜଣ, ହରିୟାଣାରେ ୬୪ ଜଣ, ହିମାଚଳ ପ୍ରଦେଶରେ ୬ ଜଣ, ଜମ୍ମୁ ଓ କଶ୍ମୀରରେ ୫୨ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୭୨ ଜଣ, କେରଳରେ ୧୮ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୩୧ ଜଣ, ମହାରାଷ୍ଟ୍ରରେ ୩୫୯୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୯ ଜଣ, ରାଜସ୍ଥାନରେ ୨୬୫ ଜଣ, ତାମିଲନାଡୁରେ ୩୪୯ ଜଣ, ତେଲେଙ୍ଗାନାରେ ୧୬୫ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୧୫ ଜଣ, ଉତ୍ତରପ୍ରଦେଶରେ ୩୪୫ ଜଣ ଏବଂ ପଶ୍ଚମବଙ୍ଗରେ ୪୪୨ ଜଣ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking