43.9 C
Bhubaneswar
Friday, April 19, 2024
Homeକରୋନାଭାରତରେ କରୋନା ନେଲାଣୀ ୩,୩୦୩ ଜୀବନ

ଭାରତରେ କରୋନା ନେଲାଣୀ ୩,୩୦୩ ଜୀବନ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୭୫୦ ଜଣ । ଚିକିତ୍ସାଧୀନ ଅଛନ୍ତି ୬୧,୨୭୪ । ଏଥିରୁ ସୁସ୍ଥ ହୋଇଛନ୍ତି ୪୨,୨୯୭ଜଣ । ମୃତ୍ୟୁ ବରଣ କରିଛନ୍ତି ୩,୩୦୩ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୩୭,୧୩୬ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧,୩୨୫ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ ୫୨ ଜଣ, ଆସାମରେ ୪ ଜଣ, ବିହାରରେ ୯ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୬୮ ଜଣ, ଗୁଜରାଟରେ ୭୧୯ ଜଣ, ହରିୟାଣାରେ ୧୪ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୭ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୪୦ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୫୮ ଜଣ, ମହାରାଷ୍ଟ୍ରରେ ୧୩୨୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୫ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୮ ଜଣ, ରାଜସ୍ଥାନରେ ୧୪୩ ଜଣ, ତାମିଲନାଡୁରେ ୮୪ ଜଣ, ତେଲେଙ୍ଗାନାରେ ୩୮ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୨୩ ଜଣ ଏବଂ ପଶ୍ଚମବଙ୍ଗରେ ୨୫୦ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking