35.1 C
Bhubaneswar
Tuesday, April 23, 2024
Homeକରୋନାଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୫ ସୁସ୍ଥ ୨୦,୯୧୬ ମୃତ୍ୟୁ ୨୨୦୬କୁ ବୃଦ୍ଧି

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୫ ସୁସ୍ଥ ୨୦,୯୧୬ ମୃତ୍ୟୁ ୨୨୦୬କୁ ବୃଦ୍ଧି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୫କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅଛନ୍ତି ୪୪,୦୨୯ ଜଣ । ଏଥିରୁ ସୁସ୍ଥ ହୋଇଛନ୍ତି ୨୦,୯୧୬ଜଣ । ମୃତ୍ୟୁବରଣ କରିଛନ୍ତି ୨୨୦୬ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୨୨,୧୭୧ଜଣ ଆକ୍ରାନ୍ତ ହୋଇଛନ୍ତି, ସେଥିମଧ୍ୟରୁ ୮୩୨ଜଣ ମୃତ୍ୟୁ ବରଣ କରିଛନ୍ତି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଦ୍ରପଦେଶରେ(୪୫), ଆସାମରେ(୨),ବିହାରରେ(୬), ଚଣ୍ଡିଗଡ଼ରେ(୨), ଦିଲ୍ଲୀରେ(୭୩), ଗୁଜୁରାଟ୍‌ରେ(୪୯୩), ହରିୟାଣାରେ(୧୦), ହିମାଚଳପ୍ରଦେଶରେ(୨), ଜମ୍ମୁଓ କଶ୍ମୀରରେ(୯), ଝାଡ଼ଖଣ୍ଡରେ(୩), କର୍ଣ୍ଣାଟକରେ(୩୧), କେରଳରେ(୪), ମଧ୍ୟପ୍ରଦେଶରେ(୨୧୫), ମହାରାଷ୍ଟ୍ରରେ(୮୩୨), ମେଘାଳୟରେ(୧), ଓଡ଼ିଶାରେ(୩), ପଞ୍ଜାବରେ(୩୧), ରାଜସ୍ଥାନରେ(୧୦୭), ତାମିଲନାଡୁରେ(୪୭), ତେଲେଙ୍ଗାନାରେ(୩୦), ଉତ୍ତରଖଣ୍ଡରେ(୧),ଉତ୍ତରପ୍ରଦେଶରେ(୭୪)ଏବଂ ପଶ୍ଚିମବଙ୍ଗରେ(୧୮୫)ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking