31.1 C
Bhubaneswar
Tuesday, April 23, 2024
Homeକରୋନାଭାରତରେ କରୋନା ନେଲାଣି ୨୧୦୯ ଜୀବନ

ଭାରତରେ କରୋନା ନେଲାଣି ୨୧୦୯ ଜୀବନ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୯୩୯କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅଛନ୍ତି ୪୧, ୪୨୭ ଜଣ । ଏଥିରୁ ସୁସ୍ଥ ହୋଇଛନ୍ତି ୧୯, ୩୫୭ଜଣ । ମୃତ୍ୟୁବରଣ କରିଛନ୍ତି ୨୧୦୯ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୨୦,୨୨୮ଜଣ ଆକ୍ରାନ୍ତ ହୋଇଛନ୍ତି, ସେଥିମଧ୍ୟରୁ ୭୭୯ଜଣ ମୃତ୍ୟୁ ବରଣ କରିଛନ୍ତି ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ(୪୪), ଆସାମ୍‌ରେ(୨), ବିହାରରେ(୫), ଚଣ୍ଡିଗଡ଼ରେ( ୨), ଦିଲ୍ଲୀରେ(୭୩), ଗୁଜୁରାଟ୍‌ରେ(୪୭୨ ), ହରିୟାଣାରେ( ୯), ହିମାଚଳପ୍ରଦେଶରେ( ୨), ଜମ୍ମୁ-କଶ୍ମୀରରେ(୯) ଝାଡଖଣ୍ଡ(୩), କର୍ଣ୍ଣାଟକରେ(୩୦), କେରଳରେ(୪) ମଧ୍ୟପ୍ରଦେଶରେ(୨୧୫), ମହାରାଷ୍ଟ୍ରରେ( ୭୭୯) ମେଘାଳୟରେ(୧) ଓଡ଼ିଶାରେ(୩) ପଞ୍ଜାବରେ(୩୧) ରାଜସ୍ଥାନରେ(୧୦୬) ତାମିଲନାଡୁରେ(୪୪) ତେଲେଙ୍ଗାନୋରେ(୩୦) ଉତ୍ତରାଖଣ୍ଡରେ(୧) ଉତ୍ତରପ୍ରଦେଶରେ(୭୪ ) ଏବଂ ପଶ୍ଚିମବଙ୍ଗରେ(୧୭୧ ) ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking