40.1 C
Bhubaneswar
Thursday, April 25, 2024
Homeକରୋନାଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୯୫୨ ସୁସ୍ଥ ୧୫,୨୬୬ ମୃତ୍ୟୁ ସଂଖ୍ୟା ୧୭୮୩କୁ ବୃଦ୍ଧି

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୯୫୨ ସୁସ୍ଥ ୧୫,୨୬୬ ମୃତ୍ୟୁ ସଂଖ୍ୟା ୧୭୮୩କୁ ବୃଦ୍ଧି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୯୫୨ ବୃଦ୍ଧି ପାଇଛି । ୩୫,୯୦୨ଜଣ ଚିକିତ୍ସାଧୀନ ଅଛନ୍ତି । ଏଥିରେ ସୁସ୍ଥ ହୋଇଛନ୍ତି ୧୫,୨୬୬ଜଣ । ଏମାନଙ୍କ ମଧ୍ୟରୁ ମୃତ୍ୟୁ ବରଣ କରିଛନ୍ତି ୧୭୮୩ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୧୬,୭୫୮ ଆକ୍ରାନ୍ତ, ୬୫୧ ମୃତ ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ(୩୬), ଆସାମ୍‌ରେ(୧), ବିହାରରେ(୪), ଚଣ୍ଡିଗଡ଼ରେ(୧), ଦିଲ୍ଲୀରେ(୬୫), ଗୁଜୁରାଟ୍‌ରେ(୩୯୬), ହରିୟାଣାରେ(୭), ହିମାଚଳପ୍ରଦେଶରେ(୨), ଜମ୍ମୁ-କଶ୍ମୀରରେ(୮) ଝାଡଖଣ୍ଡ(୩), କର୍ଣ୍ଣାଟକରେ(୨୯), କେରଳରେ(୪) ମଧ୍ୟପ୍ରଦେଶରେ(୧୮୫), ମହାରାଷ୍ଟ୍ରରେ( ୬୫୧) ମେଘାଳୟରେ(୧) ଓଡ଼ିଶାରେ(୨) ପଞ୍ଜାବରେ(୨୭) ରାଜସ୍ଥାନରେ(୯୨) ତାମିଲନାଡୁରେ(୩୫) ତେଲେଙ୍ଗାନୋରେ(୨୯) ଉତ୍ତରାଖଣ୍ଡରେ(୧) ଉତ୍ତରପ୍ରଦେଶରେ(୬୦) ଏବଂ ପଶ୍ଚିମବଙ୍ଗରେ(୧୪୪) ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking