32.1 C
Bhubaneswar
Thursday, March 28, 2024
Homeକରୋନାଭାରତରେ କରୋନା ନେଲାଣି ୧୨୨୮ଜୀବନ

ଭାରତରେ କରୋନା ନେଲାଣି ୧୨୨୮ଜୀବନ

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଶେରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭,୩୩୬ ପହଂଚିଛି । ଚିକିତ୍ସାଧୀନ ଅଛନ୍ତି ୨୬,୧୬୭ ଜଣ । ଏଥିରେ ସୁସ୍ଥ ହୋଇଛନ୍ତି ୯୯୫୦ । ସେମାନଙ୍କ ମଧ୍ୟରୁ ମୃତ୍ୟୁବରଣ କରିଛନ୍ତି ୧୨୨୮ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୪୮୫ଜଣଙ୍କର ମତ୍ୟୁ ଘଟିଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ(୩୩ ), ଆସାମରେ(୧), ବିହାରରେ(୩), ଦିଲ୍ଲୀରେ(୬୧ ), ଗୁଜୁରାଟରେ( ୨୩୬), ହରିୟାଣାରେ(୪),ହିମାଚଳ ପ୍ରଦେଶରେ(୧), ଜମୁ ଓ କଶ୍ମୀରରେ(୮ ), ଝାଡଖଣ୍ଡରେ(୩),କର୍ଣ୍ଣାଟକ୍‌ରେ(୨୨), କେରଳରେ(୪),ମଧ୍ୟପ୍ରଦେଶରେ(୧୪୫), ମହାରାଷ୍ଟ୍ରରେ(୪୮୫),ମେଘାଳୟରେ(୧), ଓଡ଼ିଶାରେ(୧) ପଞ୍ଜାବରେ(୧୯), ରାଜସ୍ଥାନରେ(୬୨), ତାମିଲନାଡୁରେ(୨୮), ତେଲେଙ୍ଗାନାରେ(୨୬), ଉତ୍ତରପ୍ରଦେଶରେ(୪୨) ଓ ପଶ୍ଚିମବଙ୍ଗରେ(୩୩) । ହେଲେ କୋଭିଡ୍‌-୧୯ ଟ୍ରାକ୍ ତଥ୍ୟ ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୨୫୭ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୨୬,୦୨୭ଏବେ ସୁଦ୍ଧା ଚିକିତ୍ସାଧୀନ ଥିବାବେଳେ ୧,୨୨୩ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୧୦,୦୦୭ ଜଣ ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking