38.8 C
Bhubaneswar
Friday, April 19, 2024
Homeଓଡିଶାକମିଲା କୋଭାକ୍ସିନ ଦର

କମିଲା କୋଭାକ୍ସିନ ଦର

ଭୁବନେଶ୍ୱର : ଆଗକୁ ସାରା ଦେଶରେ ଟୀକାକରଣ ହେବାକୁ ଯାଉଥିବା ବେଳେ କୋଭିଡ ଟୀକାକୁ ନେଇ ଏକ ଆଶ୍ୱସ୍ତିକର ଖବର ଆସିଛି । କମିଲା କୋଭାକ୍ସିନ ଦର । ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଦେବ ପ୍ରସ୍ତୁତକାରୀ କମ୍ପାନୀ । ଭାରତ ବାୟୋଟେକ । ପୁର୍ବରୁ ଏହି ଦର ୬୦୦ ଟଙ୍କାରେ ଯୋଗାଯାଇଥିବା ପାଇଁ ଘୋଷଣା କର।ଯାଇଥିଲା । ତେବେ ଏଥିରେ ୨୦୦ ଟଙ୍କା ହ୍ରାସ କର । କୋଭାସିଲ୍ଡ ପରେ କୋଭାକ୍ସିନର ଦରକୁ ମଧ୍ୟ କମ କର।ଯାଇଛି । ଆସନ୍ତା ୧ ତାରିଖରୁ ରାଜ୍ୟରେ ୧୮ ବର୍ଷରୁ ୪ ବର୍ଷ ର୍ପ୍ୟନ୍ତ ବ୍ୟାପକ ଟୀକାକରଣ ଅଭିଯାନ ଆରମ୍ଭ ହେଉଛି । ତେବେ ରାଜ୍ୟରେ ଟୀକାର ଅଭାବ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଟୀକା ପାଇଁ ଅର୍ଡର ଦିଆଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking