ମାନହାନି ମାମଲାରେ ୟୁଟ୍ୟୁବର ଧ୍ରୁଭ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି

ନୂଆଦିଲ୍ଲୀ : ମାନହାନି ମାମଲାରେ ୟୁଟ୍ୟୁବର ଧ୍ରୁଭ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି କରାଯାଇଛି । ରାଜନୈତିକ ଭିଡିଓ କରୁଥିବା ଯୁବ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି କରାଯାଇଛି । ଜଣେ ବିଜେପି ନେତା କରିଥିବା ମାନହାନୀ ମାମଲାର ଶୁଣାଣି କରି ଦିଲ୍ଲୀର ସାକେତ କୋର୍ଟ ଧ୍ରୁଭ ରାଠୀଙ୍କୁ ଏହି ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ ତାରିଖରେ ହେବ । ଏହା ପୂର୍ବରୁ କୋର୍ଟରେ ରାଠୀ ତାଙ୍କ … Continue reading ମାନହାନି ମାମଲାରେ ୟୁଟ୍ୟୁବର ଧ୍ରୁଭ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି