୨୦୫୦ ସୁଦ୍ଧା ଦେଶରେ ଦ୍ୱିଗୁଣିତ ହେବ ବୟସ୍କଙ୍କ ସଂଖ୍ୟା: ୟୁଏନ୍ଏଫ୍ପିଏ ଭାରତ ମୁଖ୍ୟ
ନୂଆଦିଲ୍ଲୀ: ଭାରତରେ ଏବେ ବୟସ୍କଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେବେ ୨୦୫୦ ସୁଦ୍ଧା ଭାରତର ବୟସ୍କଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ । ଏପ୍ରକାର ଏକ ପୂର୍ବାନୁମାନ କରାଯାଉଥିବା ନେଇ ୟୁଏନ୍ପିଏ (ୟୁନାଇଟେଡ୍ ନେସନ୍ସ୍ ପପୁଲେସନ୍ ଫଣ୍ଡ୍), ଇଣ୍ଡିଆର ମୁଖ୍ୟ ଆଣ୍ଡ୍ରିଆ ଓଜନାର୍ ସୂଚନା ଦେଇଛନ୍ତି । ରବିବାର ସମ୍ବାଦ ସରବରାହ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଓଜନାର୍ କହିଛନ୍ତି ଯେ, ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗୁ ବୟସ୍କଙ୍କ ମୃତ୍ୟୁହାର ହ୍ରାସ … Continue reading ୨୦୫୦ ସୁଦ୍ଧା ଦେଶରେ ଦ୍ୱିଗୁଣିତ ହେବ ବୟସ୍କଙ୍କ ସଂଖ୍ୟା: ୟୁଏନ୍ଏଫ୍ପିଏ ଭାରତ ମୁଖ୍ୟ
Copy and paste this URL into your WordPress site to embed
Copy and paste this code into your site to embed