31.1 C
Bhubaneswar
Tuesday, April 23, 2024
Homeଓଡିଶାପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଦୁର୍ନୀତିର ଫର୍ଦ୍ଦ ଦିନକୁ ଦିନ ଯୋଡି ହେବାରେ ଲାଗିଛି

ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଦୁର୍ନୀତିର ଫର୍ଦ୍ଦ ଦିନକୁ ଦିନ ଯୋଡି ହେବାରେ ଲାଗିଛି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଦୁର୍ନୀତିର ଫର୍ଦ୍ଦ ଦିନକୁ ଦିନ ଯୋଡି ହେବାରେ ଲାଗିଛି। ମନୀଷ ଅଗ୍ରୱାଲ ମାଲକାନଗିରି ଜିଲ୍ଲାରେ ଦୀର୍ଘ ୩ବର୍ଷ ହେବ କାର‌୍ୟ୍ୟରତ ରହିଥିଲେ। ଏହି ସମୟରେ ବହୁବାର ବୋହୁ ଦୃନୀତିରେ ଲିପ୍ତ ରହିଥିବା ଅଭିଯୋଗ ହୋଇଆସୁଛି। ଆଜି ପୁଣି ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ଏବଂ ଜିଲ୍ଲା କଂଗ୍ରସ କମିଟି। ଜିଲ୍ଲାପାଳ ମନୀଷ ଅଗ୍ରୱାଲ ୩ବର୍ଷ କାର‌୍ୟ୍ୟକାଳ ସମୟରେ ଜିଲ୍ଲାରୁ ବୋହୁ ମୂଲ୍ୟବାନ କାଠର ଆସବାହ ପତ୍ର ବେଆଇନ ଭାବରେ ତିଆରି କରି ନିଜ ସମ୍ପର୍କୀୟଙ୍କ ନିକଟକୁ ସ୍ଥାନାନ୍ତର କରିଛନ୍ତି। ବଦଳି ପରେ ମଧ୍ୟ ବର୍ତମାନ ପାଖା ପାଖି ୩୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବେଆଇନ କାଠ ସାମଗ୍ରୀ ଗଛିତ ରଖିଛନ୍ତି । ଏଥି ନେଇ ଜିଲ୍ଲା କଂଗ୍ରେସ ଏବଂ ସ୍ଥାନୀୟ ଲୋକ ଊୠଙଙ୍କୁ ଲିଖିତ ଭାବରେ ଚଢ଼ାଉ ନିମନ୍ତେ ଦାବି କରିଛନ୍ତି। ଏହା ସହ ଏହାର ତଦନ୍ତ ନିମନ୍ତେ ମାଲକାନଗିରି ଏବଂ ଭିଜିଲାନ୍ସକୁ ଲିଖିତ ଅଭିଯୋଗ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking