29.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ଭାଇରସ୍‌: ଦୁଇଟି ଜିଲ୍ଲାରୁ ଉଠିଲା ୧୪୪ଧାରା

କରୋନା ଭାଇରସ୍‌: ଦୁଇଟି ଜିଲ୍ଲାରୁ ଉଠିଲା ୧୪୪ଧାରା

ଭଦ୍ରକ: କରୋନା ପାଇଁ ୧୪୪ଧାରା ଲାଗୁ କରାଯାଇଥିବା ବେଳେ ଆଜି ଦୁଇଟି ଜିଲ୍ଲାର ଜିଲ୍ଲାପାଳ ୧୪୪ଧାରାକୁ ଉଠାଇ ଦେଇଛନ୍ତି । କରୋନା ସତର୍କତା ଲାଗି ଗଜପତି , ଭଦ୍ରକ ଜିଲ୍ଲାରେ ଜାରି ହୋଇଥିବା ୧୪୪ ଧାରା ହଟାଯାଇଛି । ଭଦ୍ରକ ଜିଲ୍ଲାପାଳ ଭଦ୍ରକରୁ ୧୪୪ ଧାରାକୁ ଉଠାଇ ଦେଇଛନ୍ତି । କିନ୍ତୁ ସାମାଜିକ ମିଳାମିଶା ଉପରେ କଟକଣା ଲଗାଇ ସର୍ବସାଧାରଣ ସ୍ଥାନରେ ସମସ୍ତଙ୍କୁ ପରସ୍ପରଠାରୁ ଏକ ମିଟର ଦୂରତା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସତନ୍ତ୍ର କରୋନାୱାର୍ଡ ମଧ୍ୟ ଖୋଲା ଯାଇଛି । ସବୁଦିଗରୁ ପରିସ୍କାର ଓ ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହିତ ଲୋକମାନଙ୍କୁ ଏଦିଗରେ ସଚେତନ ରହିବାକୁ ବି କୁହାଯାଉଛି ।
https://onakhabar.com/2020/03/18/tourists-are-being-evacuated-from-the-hotel-by-the-puri-administration-for-carona/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking