39.1 C
Bhubaneswar
Tuesday, April 23, 2024
Homeଓଡିଶାସୁପର ସ୍ପ୍ରେଡର ୬୧ ନମ୍ବର ଆକ୍ରାନ୍ତ

ସୁପର ସ୍ପ୍ରେଡର ୬୧ ନମ୍ବର ଆକ୍ରାନ୍ତ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ବି ୭ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ରାଜ୍ୟ ସରକାର ଆଉ ୫ କରୋନା ଆକ୍ରାନ୍ତଙ୍କ କେସ ହିଷ୍ଟ୍ରି ପ୍ରଦାନ କରିଛନ୍ତି । କେସ ନମ୍ବର ୧୦୪,୧୦.୧୦୬,୧୦୭ ଓ ୧୦୮ ଙ୍କ ତଥ୍ୟ ସରକାର ଦେଇଛନ୍ତି । ସମସ୍ତ ୫ ଆକ୍ରାନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ନେଳିଆବାଗରେ ବୋଲି ସୂଚନା ମିଳିଛି । ପ୍ରଥମ ୪ ଜଣ ୬୧ ନମ୍ବର ଆକ୍ରାନ୍ତଙ୍କ ପାଖ ପଡୋଶୀ ବୋଲି ସୂଚନା ମିଳିଛି । ୪ ଜଣଙ୍କୁ ମିଶାଇ ମୋଟ ୧୧ ଜଣଙ୍କୁ ସଂକ୍ରମିତ କଲେଣି ନମ୍ବର ୬୧ । ରିପୋର୍ଟ ଅନୁସାରେ, ୧୦୮ ନମ୍ବର ଆକ୍ରାନ୍ତଙ୍କ ଘର ବି ବାଲେଶ୍ୱର ଜିଲ୍ଲା ନେଳିଆବାଦରେ ବୋଲି ସୂଚନା ମିଳିଛି । ତେବେ ୧୦୮ ନମ୍ବର ଆକ୍ରାନ୍ତ ୭୯ ନମ୍ବର ଆକ୍ରାନ୍ତଙ୍କ ପାଖ ପଡୋଶୀ ବୋଲି ତଥ୍ୟ ମିଳିଛି ।
https://onakhabar.com/2020/04/21/travel-history-of-61-number-corona-patient-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking