28.1 C
Bhubaneswar
Wednesday, April 24, 2024
HomeUncategorizedକୋରୋନା ଆକ୍ରାନ୍ତଙ୍କୁ ମାଗଣାରେ ମିଳିବ ମାସ୍କ, ସାନିଟାଇଜର: ରାଜ୍ୟ ସ୍ୱାସ୍ଥ୍ୟ ସଚିବ

କୋରୋନା ଆକ୍ରାନ୍ତଙ୍କୁ ମାଗଣାରେ ମିଳିବ ମାସ୍କ, ସାନିଟାଇଜର: ରାଜ୍ୟ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଲୋକସେଭା ଭବନରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିଂକୁଜ ଧଳ ସୂଚନା ଦେଇ କହିଛନ୍ତି ଯେ, ଭୟଭୀତ ହେବାର କୌଣସି ଆଶଙ୍କା ନାହିଁ । ଯେଉଁ ମାନଙ୍କୁ ଥଣ୍ଡା, କାଶ ଓ ଛିଙ୍କ ହେଉଛି ସେମାନେ କେବଳ ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ । ସୁସ୍ଥ ଲୋକଙ୍କୁ ଏହା ବ୍ୟବହାର କରିବାର କିଛି ଆବଶ୍ୟକତା ନାହିଁ । ଆରଏମଆରସିରେ୍ ଖୁବ ଶୀଘ୍ର କରୋନା ଟେଷ୍ଟିଂ ପାଇଁ ସୁବିଧା କରାଯିବା ସହ ମାଗଣାରେ ଆକ୍ରାନ୍ତଙ୍କୁ ମାସ୍କ ଓ ସାନିଟାଇଜର ମିଳିବ ବୋଲି ସେ କହିଛନ୍ତି ।
https://onakhabar.com/2020/03/06/helath-tips-8/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking