29.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ଭାଇରସ୍ : ଟ୍ୱିନ୍ ସିଟିରେ ବନ୍ଦ ରହିବ ସବୁ ପାର୍କ

କରୋନା ଭାଇରସ୍ : ଟ୍ୱିନ୍ ସିଟିରେ ବନ୍ଦ ରହିବ ସବୁ ପାର୍କ

ଭୁବନେଶ୍ବର: କରୋନା ସଂକ୍ରମଣରୁ ରକ୍ଷା ଲାଗି ପୂରା ଜୋର ଲଗାଇ ଦେଇଛନ୍ତି ରାଜ୍ୟ ସରକାର । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନେକ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି । ଟ୍ୱିନ୍ ସିଟିରେ ବନ୍ଦ ରହିବ ସବୁ ପାର୍କ । ଆସନ୍ତା କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଥିବା ସମସ୍ତ ପାର୍କ ବନ୍ଦ ରହିବ ବୋଲି ବିଏମସି ଓ ସିଏମସି ପକ୍ଷରୁ କୁହାଯାଇଛି । କରୋନାର ମୁକାବିଲା ପାଇଁ ପୂର୍ବରୁ ଭୁବନେଶ୍ୱରରେ ଥିବା ସମସ୍ତ ପାର୍କ ଗୁଡିକୁ ଦିନ ୨ଟା ପରେ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିଲା । ତେବେ ପରିସ୍ଥିତିକୁ ନଜରରେ ରଖି ପାର୍କଗୁଡ଼ିକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ବିଏମସି ଓ ସିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି ।
https://onakhabar.com/2020/03/21/bus-services-will-be-closed-for-janata-curfew/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking