37.1 C
Bhubaneswar
Thursday, March 28, 2024
Homeକରୋନାଆସ୍ତନ୍ତୁ ଜାଣିବା କ’ଣ କଲେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବେ....

ଆସ୍ତନ୍ତୁ ଜାଣିବା କ’ଣ କଲେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବେ….

ଭୁବନେଶ୍ୱର : କରୋନା ମହାମାରୀ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ହେଲେ ଏହି ମହାମାରୀରୁ କେମିତି ନିଜକୁ ରକ୍ଷା କରିବେ ଜାଣିଛନ୍ତି କି ? ସଂକ୍ରମଣଜନିତ ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ ନିଜ ଘର ଓ ଚାରିପାଖକୁ ପରିଷ୍କାର ରଖିବା ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ ଘରର ସ୍ନାନାଗାରକୁ ପ୍ରତିଦିନ ବ୍ଲିଚିଂରେ ସଫା କରନ୍ତୁ।
 ଆସ୍ତନ୍ତୁ ଜାଣିବା କ’ଣ କଲେ ଏହି ସଂକ୍ରମଣରୁ ରକ୍ଷା ପାଇପାରିବେ….
* ରୋଷେଇ ଘର ଅନ୍ୟ ଏକ ସ୍ଥାନ, ଯାହା କାରଣରୁ ସଂକ୍ରମଣଜନିତ ରୋଗ ବ୍ୟାପିଥାଏ। ଅସରପା, ଅନ୍ୟାନ୍ୟ ପୋକ କାରଣରୁ ଆମ ସ୍ବାସ୍ଥ୍ୟ ଖରାପ ହୋଇଥାଏ, କିନ୍ତୁ ଆମେ ଏସବୁ ପ୍ରତି ସେତେଟା ଧ୍ୟାନ ଦେଇନଥାଉ।
* ଫଳ ଓ ପନିପରିବାକୁ ଭଲଭାବେ ଧୋଇବା ସହ ଏହାକୁ ପୋଛି ଯଥା ସ୍ଥାନରେ ରଖନ୍ତୁ। ରୋଷେଇଘର ଝରକାରେ ଏଭଳି ବ୍ୟବସ୍ଥା କରନ୍ତୁ ଯେପରି ଛୋଟ ପୋକ ପ୍ରବେଶ ନ କରିପାରିବେ।
* ପ୍ରତି ଦୁଇ ଦିନରେ ଥରେ ଘର ପୋଛିବାବେଳେ ଲୁଣ ୨ଚାମଚ ବାଲଟିଏ ପାଣିରେ ମିଶାଇ ପୋଛିବା ଜରୁରୀ। ଏହା ଘର ପରିଷ୍କାର ରଖିବାରେ ସହାୟକ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking