43 C
Bhubaneswar
Tuesday, April 16, 2024
Homeକରୋନାମାଗଣା ଟିକା ନେବା ପାଇଁ ଚାଟାର୍ଡ ପ୍ଲେନରେ ଭାରତରୁ ଯାଉଛନ୍ତି ଦୁବାଇ

ମାଗଣା ଟିକା ନେବା ପାଇଁ ଚାଟାର୍ଡ ପ୍ଲେନରେ ଭାରତରୁ ଯାଉଛନ୍ତି ଦୁବାଇ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ମୋଦି ସରକାର ଙ୍କ ତରଫରୁ ଦୁନିଆର ସବୁଠୁ ବଡ ଟିକାକରଣ ଅଭିଯାନ ଜାରି ରହିଛି । ଦେଶରେ ସୋମବାର ଯାଏଁ ୧୨,୩.୫୨,୫୬୬ ଜଣଙ୍କୁ କରୋନା ଟିକା ଦିଆସରିଛି । ଏହା ମଧ୍ୟରେ ଖବର ଆସିଛି ଯେ, ଭାରତର ଅଦି ଶ୍ରେଣୀର ଲୋକେ ଫ୍ରି ରେ କରୋନା ଟିକା ନେବା ପାଇଁ ଚାର୍ଟାଡ ପ୍ଲେନରେ ଦୁବାଇ ଯାଉଛନ୍ତି । ରୋଚକ କଥା ହେଲା ଯେ, ଫ୍ରି ରେ କରୋନା ଟିକା ନେବା ପାଇଁ ଦୁବାଇ ଯାଉଥିବା ଭାରତର ଧନୀ ବ୍ୟକ୍ତି ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । କହରଖୁଛୁ ଯେ, ୟୁଏଇ ରେ ୪୦ ବର୍ଷ ଓ ତା ଠୁ ଅଧିକ ବୟସର ଲୋକଙ୍କୁ ଫ୍ରି ରେ କରୋନା ଟିକା ଦିଆଯାଉଛି । ଭାରତରୁ ଦୁବାଇ ଯାଉଥିବା ଧନୀ ଲୋକେ ଫାଇଜର ଟିକା ନେବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ତେବେ ସେଠାରେ ଏଷ୍ଟ୍ରାଜେନିକା ଓ ସାଇନୋଫାର୍ମ ଟିକା ବି ଉପଲବ୍ଧ ଅଛି । କରୋନା ଟିକା ପାଇବା ପାଇଁ ଦୁବାଇରୁ ଫେରୁଥିବା ଭାରତର ଧନୀ ବ୍ୟକ୍ତି ତଥା ଚାର୍ଟାର୍ଡ ​​ବିମାନ ଅପରେଟରଙ୍କ ଭାରତୀୟ କମ୍ପାନୀମାନେ କହିଛନ୍ତି ଯେ କରୋନା ଟିକା ପାଇବା ପାଇଁ କିଛି ଲୋକ ଦୁବାଇରେ ରହିଛନ୍ତି, ଆଉ କେତେକ ଦୁଇଟି ଡୋଜ ନେଉଛନ୍ତି ଏବଂ ସେ ନେବା ପରେ ଘରକୁ ଫେରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking