39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗରାଜଧାନୀରୁ କୋରନାରେ ଚିହ୍ନଟ ହେଲେ ୩୧ ଜଣ

ରାଜଧାନୀରୁ କୋରନାରେ ଚିହ୍ନଟ ହେଲେ ୩୧ ଜଣ

ଭୁବନେଶ୍ୱର : ରାଜଧାନୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟ ମଧ୍ୟରେ ରାଜଧାନୀରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬ ଜଣ କ୍ୱାରେନଟାଇନରୁ ଥିବା ବେଳେ ୨୫ ଜଣ ସ୍ଥାନୀୟ ଚିହ୍ନଟ ହୋଇଛନ୍ତି ।ଏହାସହ ୩୬୬ ଜଣ  ଚିକିସିôତ ଅବସ୍ଥାରେ ଅଛନ୍ତି ଓ ଏବେ ଯାଏଁ ୨୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking