34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକରୋନା ମୁକାବିଲା : ମାର୍ଚ୍ଚ ୨୨ରୁ ଭାରତକୁ ସବୁ ଅନ୍ତର୍ଜାତୀୟ ଫ୍ଲାଇଟ ବନ୍ଦ

କରୋନା ମୁକାବିଲା : ମାର୍ଚ୍ଚ ୨୨ରୁ ଭାରତକୁ ସବୁ ଅନ୍ତର୍ଜାତୀୟ ଫ୍ଲାଇଟ ବନ୍ଦ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ କେନ୍ଦ୍ର ସରକାର କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ବିଶ୍ୱଠାରୁ ଭାରତକୁ ଆଲଗା କରିଦିଆଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୨ ତାରିଖଠାରୁ ୧ ସପ୍ତାହ ପାଇଁ ଅର୍ଥାତ ୨୯ ତାରିଖ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ଏୟାରଲାଇନ୍ସର ଫ୍ଲାଇଟ ଭାରତରେ ଓହ୍ଲାଇପାରିବ ନାହିଁ । ଏହି ଅବଧି ପୂରଣ ହେବା ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।କରୋନା କୁ ଏଡ଼ାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ଏହାର ପାଳନ କରିବା ଆମର କର୍ତ୍ତବ୍ୟ।
https://onakhabar.com/2020/03/19/odisha-secretariat-employes/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking