23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୪୦୯ କୋରନା ଚିହ୍ନଟ ; ସୁନ୍ଦରଗଡ଼ରେ ସର୍ବାଧିକ ୫୩

ରାଜ୍ୟରେ ଆଉ ୪୦୯ କୋରନା ଚିହ୍ନଟ ; ସୁନ୍ଦରଗଡ଼ରେ ସର୍ବାଧିକ ୫୩

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦୯ ନୂଆ କୋରନା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୩୪ ଜଣ କ୍ୱାରେନଟାଇନରୁ ଥିବାବେଳେ ୧୭୫ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୦୮୦୩ ରେ ପହଞ୍ଚିଛି । ତେବେ ସୁନ୍ଦରଗଡ଼ରେ ସର୍ବାଧିକ ୫୩ ଜଣ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୪୩୨୦ ଜଣ ଚିକିତ୍ସିତ ହେଉଥିବା ବେଳେ ୩୧୪୬୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ବିଭାଗରୁ ସୂଚନା ମିଳିଛି ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking