27.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗରାଜ୍ୟରେ ୨୪ ଘଣ୍ଟାରେ ୪୮୦ ଆକ୍ରାନ୍ତ ୪୮୦; ଖୋର୍ଦ୍ଧାରେ ସର୍ବାଧିକ ୫୧

ରାଜ୍ୟରେ ୨୪ ଘଣ୍ଟାରେ ୪୮୦ ଆକ୍ରାନ୍ତ ୪୮୦; ଖୋର୍ଦ୍ଧାରେ ସର୍ବାଧିକ ୫୧

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୪୮୦ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧରୁ ୨୭୬ ଜଣ କ୍ୱାରେନଟାଇନରୁ ଓ ୨୦୪ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ତେବେ ସର୍ବାଧିକ ଖୋର୍ଦ୍ଧାରେ ୫୧ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ ପଜେଟିଭ ସଂଖ୍ୟା ୩୧୯୫୮୩ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୧୨୭୩୪ ଜଣ ଓ ୫୦୪୬ ଜଣ ଚିକିତ୍ସତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking