34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୩୩୪ କୋରନା ଆକ୍ରାନ୍ତ ଚିହ୍ନଟ ; ୪ ମୃତ

ରାଜ୍ୟରେ ଆଉ ୩୩୪ କୋରନା ଆକ୍ରାନ୍ତ ଚିହ୍ନଟ ; ୪ ମୃତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ କ୍ୱାରେନଟାଇନରୁ ୧୯୪ ଜଣ ଓ ୧୪୦ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ରୁ ସର୍ବାଧିକ ୪୦ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୮୨୦୧ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୩୨୩୩୭୮ ଜଣ । ତେବେ ୨୯୧୩ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି ।

https://twitter.com/IPR_Odisha/status/1342708774553808896?s=20 https://twitter.com/IPR_Odisha/status/1342708776663539712?s=20 https://twitter.com/IPR_Odisha/status/1342708779314413568?s=20

ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟାରେ ସୁଧାର ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜଣଙ୍କ କୋରନାରେ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

 

https://twitter.com/HFWOdisha/status/1342711801251696640?s=20 https://twitter.com/HFWOdisha/status/1342711804347043841?s=20

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking