34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୩୭୭ କୋରନା ଚିହ୍ନଟ ; ଖୋର୍ଦ୍ଧାରେ ସର୍ବାଧିକ ୫୬

ରାଜ୍ୟରେ ଆଉ ୩୭୭ କୋରନା ଚିହ୍ନଟ ; ଖୋର୍ଦ୍ଧାରେ ସର୍ବାଧିକ ୫୬

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭୭ ନୂଆ କୋରନା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୧୫ ଜଣ କ୍ୱାରେନଟାଇନରୁ ଥିବାବେଳେ ୧୬୨ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ମୋଟ କୋରନା ଆକ୍ରନ୍ତଙ୍କ ସଂଖ୍ୟା ୩୨୦୩୯୪ରେ ପହଞ୍ଚିଛି । ତେବେ ଖୋର୍ଦ୍ଧାରେ ସର୍ବାଧିକ ୫୬ ଜଣ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୪୫୫୮ ଜଣ ଚିକିତ୍ସିତ ହେଉଥିବା ବେଳେ ୩୧୪୦୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ବିଭାଗରୁ ସୂଚନା ମିଳିଛି ।

 

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking