ରାଜ୍ୟରେ ଖସୁଛି କୋରନା ଆକ୍ରନ୍ତଙ୍କ ସଂଖ୍ୟା

corona case in odisha

ଭୁବନେଶ୍ୱର : ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୋଟ କୋରନା ଆକ୍ରନ୍ତଙ୍କ ସଂଖ୍ୟା ୯୮୬ ଥିଲାବେଳେ ସେଥିରୁ କ୍ୱାରେନଟାଇନ ୫୭୨ ଓ ୪୧୪ ଜଣ ସ୍ଥାନୀୟ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୫୯୮୬ ହେଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୯୨୪୭୭ ଜଣ । ଏବେ ମୋଟ ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୭୩ ।ଏହା ନେଇ ସୂଚନା ଓ ଲୋକ ସର୍ମ୍ପକ ବିଭାଗରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here