39.4 C
Bhubaneswar
Thursday, April 18, 2024
Homeଓଡିଶାରାଜ୍ୟରେ ୧୦ ହଜାର ତଳେ ସଂକ୍ରମଣ : ଗତ ୨୪ଘଣ୍ଟାରେ ୯ହଜାର ୮୩୩ ସଂକ୍ରମିତ ଚିହ୍ନଟ,...

ରାଜ୍ୟରେ ୧୦ ହଜାର ତଳେ ସଂକ୍ରମଣ : ଗତ ୨୪ଘଣ୍ଟାରେ ୯ହଜାର ୮୩୩ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯, ୮୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୧୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୭୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧୪ ଜଣ, ବାଲେଶ୍ୱରରୁ ୨୮୬ ଜଣ, ବରଗଡ଼ରୁ ୧୭୨ ଜଣ, ଭଦ୍ରକରୁ ୧୨୯ ଜଣ, ବଲାଙ୍ଗୀରରୁ ୨୮୮ ଜଣ, ବୌଦ୍ଧ ଜିଲ୍ଲାରୁ ୧୨୦, କଟକରୁ ୭୭୪ ଜଣ, ଦେବଗଡ଼ରୁ ୪୭ ଜଣ, ଢେଙ୍କାନାଳରୁ ୯୫ ଜଣ, ଗଜପତିରୁ ୮୮, ଗଞ୍ଜାମରୁ ୬୯ ଜଣ, ଜଗତସିଂହପୁରରୁ ୧୫୨ ଜଣ, ଯାଜପୁରରୁ ୨୫୬ ଜଣ, ଝାରସୁଗୁଡ଼ାରୁ ୧୬୮ ଜଣ, କଳାହାଣ୍ଡିରୁ ୧୭୧ ଜଣ, କନ୍ଧମାଳରୁ ୯୧ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, କେଉଁଝରରୁ ୧୬୮ ଜଣ, ଖୋର୍ଦ୍ଧାରୁ ୨୯୪୬ ଜଣ, କୋରାପୁଟରୁ ୧୭୪ ଜଣ, ମାଲକାନଗିରିରୁ ୫୬ ଜଣ, ମୟୁରଭଞ୍ଜରୁ ୨୯୫ ଜଣ, ନବରଙ୍ଗପୁରରୁ ୧୫୬, ନୟାଗଡ଼ରୁ ୨୯୨ ଜଣ, ନୂଆପଡ଼ାରୁ ୧୭୩ ଜଣ, ପୁରୀରୁ ୧୪୬ ଜଣ, ରାୟଗଡ଼ାରୁ ୨୭୪ ଜଣ, ସମ୍ୱଲପୁରରୁ ୨୦୬ ଜଣ, ସୋନପୁରରୁ ୧୧୭, ସୁନ୍ଦରଗଡ଼ରୁ ୧୧୩୪ ଜଣ ଓ ଷ୍ଟେଟ ପୁଲରୁ ୫୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୮୭,୨୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୮୯, ୦୩୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୯, ୭୦୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking