38.8 C
Bhubaneswar
Friday, April 19, 2024
Homeକରୋନାଦେଶରେ ମାଡିଚାଲିଲା ସଂକ୍ରମଣ : ଦିନକରେ ୨୨,୭୭୫ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ମାଡିଚାଲିଲା ସଂକ୍ରମଣ : ଦିନକରେ ୨୨,୭୭୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କୋଭିଡର ଦୈନିକ ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧିପାଇବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨,୭୭୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶରେ କୋଭିଡର ତୃତୀୟ ଲହର ଆସିବାନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ଅନୁମାନ କରୁଥିଲେ, ତାହା ବସ୍ତୁତଃ ବାସ୍ତବ ରୂପ ନେବାକୁ ଯାଉଛି ।

ଏହି ସମୟ ମଧ୍ୟରେ ୮୯୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦିନକ ମଧ୍ୟରେ ୪୦୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସଂପ୍ରତି ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୭୮୧କୁ ବୃଦ୍ଧିପାଇଛି, ଯାହା ଗତ ଅନେକ ଦିନ ଧରି ୧ ଲକ୍ଷରୁ ଯଥେଷ୍ଟ କମ୍‍ ରହୁଥିଲା । ଆରୋଗ୍ୟ ହାର ୯୮.୩୨% ରହିଛି ।

ଦେଶର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧କୁ ବୃଦ୍ଧି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking