23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗରାଜଧାନୀରେ ୨୭ କରୋନା ପଜିଟିଭ ଚିହ୍ନଟ : ୪୧ ସୁସ୍ଥ

ରାଜଧାନୀରେ ୨୭ କରୋନା ପଜିଟିଭ ଚିହ୍ନଟ : ୪୧ ସୁସ୍ଥ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୨୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦ଜଣ ଓ ସ୍ଥାନୀୟ ସଂକ୍ରମଣ ୧୭ଜଣ ରହିଛନ୍ତି । ଅନ୍ୟପଟେ ୪୧ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ୨୭ ଜଣଙ୍କୁ ମିଶାଇ ୩୦ ହଜାର ୭୭୮କୁ ବୃଦ୍ଧି ହୋଇଥିବାବେଳେ ୩୦ ହଜାର ୧୨୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୧୯ଜଣଙ୍କର ମୃତ୍ୟୁ ଘଟିଛି ଓ ୪୧୬ ଜଣ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking